ଖେଳ

ଆଇପିଏଲ୍-୧୧ର ଫାଇନାଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗସ୍‌

ଆ.ଓ.ରି(ତା୨୪|୫)-

ଆଇପିଏଲ୍-୧୧ର ଫାଇନାଲ୍‌ରେ ପହଞ୍ଚିଲା ଚେନ୍ନାଇ ସୁପର୍ କିଙ୍ଗସ୍‌। ମଙ୍ଗଳବାର  ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟ୍‌ରେ ହରାଇ ଚେନ୍ନାଇ ଫାଇନାଲ୍‌ରେ ପ୍ରବେଶ କରିଛି।

ମ୍ୟାଚ୍‌ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଚେନ୍ନାଇ।  ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୭ ଓ୍ୱିକେଟ୍ ବିନିମୟରେ ୧୩୯ ରନ୍ ସଂଗ୍ରହ କରିଥିଲା। ଏହାକୁ ପିଛା କରି ଚେନ୍ନାଇ ୧୯.୧ ଓଭରର୍ ୧୪୦ ରନ୍ କରି ମ୍ୟାଚ୍‌କୁ ହାତେଇବାରେ ସଫଳ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button