ଜାତୀୟ

କୋର୍ଟରେ ହାଜର ହେଲେ ୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ଅଭିଯୁକ୍ତ କଂଗ୍ରେସ ନେତା ସଜ୍ଜନ କୁମାର

ଆଓରି-ନୂଆଦିଲ୍ଲୀ(୩୧/୧୨) : ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ସୋମବାର କୋର୍ଟରେ ହାଜର ହୋଇଛନ୍ତି। ଡିସେମ୍ବର ୩୧ ସୁଦ୍ଧା ତାଙ୍କୁ କୋର୍ଟରେ ଆତ୍ମସମର୍ପଣ ପାଇଁ ସମନ ଜାରି କରାଯାଇଥିଲା। ସେ ଦିଲ୍ଲୀର କାରକାରଡୋମା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଡିସେମ୍ବର ୧୭ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସଜ୍ଜନଙ୍କ ସହିତ ଅଭିଯୁକ୍ତ କିଷନ ଖୋଖାର ଏବଂ ମହେନ୍ଦ୍ର ଯାଦବ ମଧ୍ୟ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button