April 18, 2024

ଜାରା ଫାର୍ମରେ ଭୟାବହ ଅଗ୍ନିକାଣ୍ଡ

1 min read

ଆଓରି(ତା୨୨|୪)-ଆଜି ଦିନ ୨ ଟା ରୁ ୩ ଟା ମଧ୍ୟରେ ନୂଆ ଦିଲୀର ଛତରପୁର ଅଞ୍ଚଳରେ ଥିବା ଜାରା ଫାର୍ମ ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି | ବିଦ୍ୟୁତ ଶର୍ଟସର୍କିଟ ରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସନ୍ଦେହ କରାଯାଉଛି | ସେଠାରେ ଆଗରୁ ଅଗ୍ନି ନିରାପତା ବ୍ୟବସ୍ଥା କିଛି ନଥିଲା ବୋଲି ସୂଚନା ମିଳିଛି | ଲକ୍ଷାଧିକ କ୍ଷତି ହୋଇଥିବାର ସୂଚନା ମିଳିଛି | 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.