ରାଜ୍ୟଶିକ୍ଷା

ଧାର୍ଯ୍ୟ ହେଲା ଯୁକ୍ତ୨ଫର୍ମପୂରଣ ତାରିଖ

ଆଓରି-ଭୁବନେଶ୍ଵର(୧୦/୧୨) : ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା କଲା CHSE ବୋର୍ଡ । ଡିସେମ୍ୱର ୧୩ରୁ ୧୫ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ ପରୀକ୍ଷାର୍ଥୀ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ଫର୍ମର ମୂଲ୍ୟ ୫୨୦ ଟଙ୍କା ଧାର୍ଯ୍ୟ କରାଯାଇଛି ।୧୪ ରୁ ୧୭ ତାରିଖ ମଧ୍ୟରେ ପରୀକ୍ଷା ଫି ଦାଖଲ କରିବେ ଛାତ୍ରଛାତ୍ରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button