ସମୁଦ୍ର କୂଳରେ ଦିଶିଲା ନିଆରା ନୀଳ ରଂଗର ଆଲୋକ; ଚେନ୍ନାଇସିସ୍ପାର୍କଲ କ୍ୟାପ୍ସନରେ ଟ୍ଵିଟର୍ରେ ବୁଲିଲା ଦୃଶ୍ୟ
1 min read
ଆଓରି-ଚେନ୍ନାଇ(୨୦/୦୮): ରବିବାର ସଂଧ୍ୟାରେ ଚେନ୍ନାଇ ବାସିନ୍ଦା ସମୁଦ୍ରକୂଳରେ ଏକ ନିଆରା ଦୃଶ୍ୟର ଅଭିଜ୍ଞତା ଅର୍ଜନ କରିଛନ୍ତି। ସମୁଦ୍ର ଭିତରୁ ଅଚାନକ ଏକ ନୀଳ ରଂଗର ଆଲୋକ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ନୀଳ ଆଲୋକ ତିରୁବନମିୟୁର, ଇନ୍ଜାମବକମ୍ ଓ ପଲ୍ଲାଭକମ ସମୁଦ୍ରକୂଳରେ ଦେଖିବାକୁ ମିଳିଥିଲା। ତେବେ, ଏହି ଦୃଶ୍ୟକୁ ଅନେକ ଦେଖଣାହାରୀ ସେମାନଙ୍କ କ୍ୟାମେରାରେ କଏଦ କରିଛନ୍ତି। ଅନେକ ଜଣ ଏହି ସମୟର ଦୃଶ୍ୟକୁ ଫଟୋ ଓ ଭିଡିଓରେ କଏଦ କରିଛନ୍ତି। ତାହାକୁ ଟ୍ଵିଟର୍ରେ ଚେନ୍ନାଇସିସ୍ପାର୍କଲ କ୍ୟାପ୍ସନରେ ଦେଖିବାକୁ ମିଳୁଛି।
ଦେଖାଣାହାରୀମାନେ ଏହି ଦୃଶ୍ୟକୁ ଅତ୍ୟନ୍ତ ସୁନ୍ଦର ଓ ମନୋରମ ବୋଲି ବର୍ଣ୍ଣନା କରିଛନ୍ତି। ମାତ୍ର ଗବେଷକମାନେ ସୂଚନା ଦେଇ କହିଛନ୍ତି ଯେ ଏହା ଏକ ନକାରାତ୍ମକ ସଂକେ