May 19, 2024

୬୩ବର୍ଷରେ ପଦାର୍ପଣ କଲେ ପ୍ରଯୋଜକ ବୋନି କପୁର

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୧୧) : ବଲିଉଡ୍‌ ପ୍ରଯୋଜକ ବୋନି କପୁର ୬୩ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଏହି ଜନ୍ମଦିନକୁ ପୁଅ ଅର୍ଜୁନ କପୁର ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ବିଳମ୍ବିତ ରାତିରେ ଏକ ପାର୍ଟିର ଆୟୋଜନ ସହ ଇନଷ୍ଟାଗ୍ରାମରେ କପୁର ପରିବାରର ଏକ ଫଟୋ ଶେୟାର କରି ସେ ପିତା ବୋନି କପୁରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଭାଇ ସଞ୍ଜୟ କପୁର ମଧ୍ୟ ସମାନ ଫଟୋକୁ ଶେୟାର କରି ବଡ ଭାଇଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେହି ଫଟୋରେ ବୋନି କପୁର ଓ ସଞ୍ଜୟଙ୍କ ସହ ଘରର ପ୍ରାୟ ସବୁ ପିଲା ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.