ଅପରାଧ

ପୋଲିସ୍‌ ଗାଡ଼ି ଉପରକୁ ବୋମାମାଡ଼

ଆ.ଓ.ରି(ତା୧୯|୫)-

ପିସିଆର୍‌ ଭ୍ୟାନ୍‌ ଉପରକୁ ବୋମାମାଡ଼। ଗତକାଲି ବିଳମ୍ବିତ ରାତ୍ରିରେ କଟକ ସଦର ଥାନା କୁରୁଣ୍ଟି ଗାଁକୁ ପୋଲିସ ଯାଇଥିବା ବେଳେ ପିସିଆର୍ ଭ୍ୟାନ୍‌ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତମାନେ। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତିଜ।

ସୂଚନା ଅନୁସାରେ କୁରୁଣ୍ଟି ଗାଁର ଜଣେ ଠିକାଦାରଙ୍କୁ ସେ ଅଞ୍ଚଳର ଦୁଇ ଜଣ ଯୁବକ ଦାଦାବଟି ମାଗିଥିଲେ। ବଟି ନ ଦେବାରୁ ଗତ ରାତିରେ ଠିକାଦାରଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ ଓ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button