ରାଜ୍ୟ

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେପିର ପଦଯାତ୍ରା ; ସମୀର ମହାନ୍ତି

ଆଓରି-ଭୁବନେଶ୍ଵର(୨୯/୦୯) : ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେପିର ପଦଯାତ୍ରା । ପଦଯାତ୍ରା ଆରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ କରିବ ବିଜେପି । ଲୋକଙ୍କ ନିକଟରେ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇବା ସହିତ ବିଜେପି ନେତୃବୃନ୍ଦ, ସ୍ଵଚ୍ଛତା, ଜଳ ସଂରକ୍ଷଣ, ସିଙ୍ଗଲ୍ ୟୁଜ୍‌ ପ୍ଲାଷ୍ଟିକ ନେଇ ସଚେତନ କରାଯିବ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ।

କଟକ ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠରୁ ପଦଯାତ୍ରା ଆରମ୍ଭ ହେବ । ଦିନକୁ ୧୦ କିମି ପଦଯାତ୍ରା କରିବ ବିଜେପି । ଏହିପରି ୧୫ ଦିନରେ ୧୫୦ କିମି ପଦଯାତ୍ରା କରିବ ଦଳ ।

Related Articles

Leave a Reply

Your email address will not be published. Required fields are marked *

Back to top button