March 15, 2023

ବିଜେଡିର ମହାସମ୍ମିଳନୀ ପ୍ରସ୍ତୁତି ବୈଠକ: ବହୁ ବରିଷ୍ଠ ନେତା ସାମିଲ

1 min read

ଆଓରି(ତା୧୫|୪)-ମହାନଦୀକୁ ନେଇ ବିଜେଡିର ମହାସମ୍ମିଳନୀ ବୈଠକ ପୂର୍ବରୁ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ମହାସମ୍ମିଳନୀ ପୂର୍ବରୁ ଏହି ପ୍ରସ୍ତୁତି ବୈଠକ ଆଗାମୀ ରଣନୀତି ସ୍ଥିର କରିବ। ଏହି ବୈଠକରେ ବୈଷୟିକ କମିଟି ସଦସ୍ୟ ମଧ୍ୟ ଯୋଗଦେଇଛନ୍ତି। ପ୍ରକାଶ ଯେ, ଆସନ୍ତା ୨୨ ତାରିଖରେ ଏହି ମହାସମ୍ମିଳନୀ ଅନୁଷ୍ଠିତ ହେବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.