ବ୍ୟକ୍ତିତ୍ଵ

ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମ ଦିବସ

ଆ.ଓ.ରି(ତା୮|୫)-

ଗୋପବନ୍ଧୁ ଚୌଧୁରୀ ଓଡିଶାର ଶ୍ରେଷ୍ଠ ଗାନ୍ଧୀବାଦୀ ଙ୍କ ମଧ୍ୟରୁ ଆଗ୍ରଗଣ୍ୟ | ସେ ଯେଉଁ ଠାରେ ଜନ୍ମ ହୋଇଥିଲେ ତାହା ପରବର୍ତୀ କାଳରେ (ସ୍ୱରାଜ ଆଶ୍ରମ ) ରେ ପରିଣତ ହୋଇଥିଲା | କଳିଜେଟ ସ୍କୁଲ, ରେଭେନ୍ସା ଓ କଲକାତାର ପ୍ରେସିଡେନସି ମହାବିଦ୍ୟାଳୟ ରେ ଗୋପବନ୍ଧୁ ପଢିଥିଲେ | ଚାକିରୀ ଛାଡି, ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ | ଗାନ୍ଧୀ ଥିଲେ ତାଙ୍କ ଆଦର୍ଶ , ପୋଷାକ, ଚଳଣି,ଖାଦ୍ୟ, ଚିନ୍ତାଧାରା, ଆଦି ଦୃଷ୍ଟି ରୁ ସେ ଥିଲେ ପୁରା ଗାନ୍ଧିବାଦୀ | ସେଥିଲେ ଧୀର, ଶାନ୍ତ, ସରଳ ଓ ବିନୟର ତାଙ୍କ ଠାରେ ଗର୍ବ, ଅଭିମାନ ନ ଥିଲା | 1914 ରେ  ରମାଦେବୀଙ୍କ ସହ ତାଙ୍କ ବିବାହ ହୋଇଥିଲା 1898  ମେ ମାସ ର ଆଜିର ଦିନ ରେ ଆଜୀବନ ଜନସେବକ ଗୋପବନ୍ଧୁ ଚୌଧୁରୀ ଜନ୍ମ ଗ୍ରହଣ କରିଥିଲେ   |

Related Articles

Leave a Reply

Your email address will not be published. Required fields are marked *

Back to top button