ରାଜ୍ୟ

ସ୍ୱର୍ଗଦ୍ୱାରରୁ ଉଚ୍ଛେଦ ହେବ ବିଜୁ ପଟ୍ଟନାୟକଙ୍କ ସମାଧି

ଆଓରି-ଭୁବନେଶ୍ଵର(୦୨/୧୧) : ସ୍ୱର୍ଗଦ୍ୱାରରୁ ଜବର ଦଖଲ ଉଚ୍ଛେଦକୁ ଓଡ଼ିଶା ସରକାରଙ୍କ ଗ୍ରୀନ ସିଗନାଲ୍ । ସ୍ୱର୍ଗଦ୍ୱାରରୁ ଉଚ୍ଛେଦ ହେବ ବିଜୁ ପଟ୍ଟନାୟକଙ୍କ ସମାଧି । ସମାଧି ଉଠି କେବଳ ବିଜୁଙ୍କ ସ୍ମୃତି ଫଳକ ରହିବ ବୋଲି ସ୍ଥିର ହୋଇଛି । ସ୍ୱର୍ଗଦ୍ୱାର ବିକାଶ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୫କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ।

ସ୍ୱର୍ଗଦ୍ୱାରରେ ବିଜୁଙ୍କ ସମାଧି ରହିବାକୁ ନେଇ ପୂର୍ବରୁ ବିରୋଧ ହେଉଥିଲା । ତେବେ ସେହି ବିରୋଧ ସମୟରେ ବିଜୁଙ୍କ ସମାଧି ଉଚ୍ଛେଦ ନେଇ ସରକାର ଶୁଣି ନଥିଲେ । ଏବେ ହଠାତ୍‌ ବିକାଶ କଥା କହି ବିଜୁବାବୁଙ୍କ ସମାଧି ଉଚ୍ଛେଦ ନିଷ୍ପତ୍ତି, ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button