ଜିଲ୍ଲା

ଭାଲୁ ଆକ୍ରମଣରେ ୫ଜଣ ଗୁରୁତର

ଆ.ଓ.ରି(ତା୩୧|୫)-କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଘଟିଛି ଅଭାବନୀୟ ଘଟଣା। ଭାଲୁ ଆକ୍ରମଣରେ ବାଲିବନ୍ଧ ବିଟ୍ ର ରଜାବସା, ସିରିଆବାହାଳ ଓ ହୁଣ୍ଡୁଳା ଗାଁର ୫ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ଝୁମ୍ପୁରା ଡାକ୍ତରଖାନା ଏବଂ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସକାଳେ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ଭାଲୁ ଏମାନଙ୍କୁ ଆକ୍ରମଣ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button