ରାଜ୍ୟ

ଦୁର୍ଘଟଣାରେ ଯବାନ ମୃତ

ଆ.ଓ.ରି(ତା୮|୫)-

ଧର୍ମଗଡ଼ ଗୋଲାମୁଣ୍ଡା ତେଲନଦୀ ପୋଲ ଉପରେ ବାଇକ୍ ଦୁର୍ଘଟଣା। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ବୃନ୍ଦାବାହାଲ ଗାଁର ଲକ୍ଷ୍ମୀ ରାଉତ ବୋଲି ଜଣାପଡିଛି।

ଅନ୍ୟଜଣଙ୍କ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଜଣେ ସଂପର୍କୀୟଙ୍କ  ବାହାଘରରେ ଯୋଗ ଦେବା ପାଇଁ ବୃନ୍ଦାବାହାଲରୁ ଧର୍ମଗଡ଼ ଯାଉଥିଲେ ମୃତ ଯବାନ ଲକ୍ଷ୍ମୀ ରାଉତ। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button