ଖେଳ

ମୁଷ୍ଟିଯୁଦ୍ଧ ବିଶ୍ୱକପ୍‍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ଅମିତ୍‍ ପାଙ୍ଘାଲା

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୦୧/୯) : ଏସୀୟ କ୍ରୀଡ଼ାରେ ପୁରୁଷ ୪୯କେଜି ବର୍ଗରେ ଭାରତର ଅମିତ୍‍ ପାଙ୍ଘାଲା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେନା ବାହିନୀରେ କାର୍ଯ୍ୟରତ ୨୨ ବର୍ଷ ବର୍ଷୀୟ ଅମିତ୍‍ ଫାଇନା୍‍ଲ୍‍ରେ ଉଜ୍‍ବେକିସ୍ତାନ୍‍ର ହାସାନବୋଏ ଦସମାତୋଭ୍‍ଙ୍କୁ ହରାଇ ଭାରତ ପାଇଁ ଏହି ଗୌରବ ଆଣି ଦେଇଛନ୍ତି। ମୁଷ୍ଟିଯୁଦ୍ଧ ବିଶ୍ୱକପ୍‍ରେ ଅମିତ୍‍ ହାସାନବୋଏଙ୍କଠାରୁ ହାରି ଯାଇଥିଲେ। ତେଣୁ ଏସୀୟ କ୍ରୀଡ଼ାରେ ଅମିତ ପ୍ରତିଶୋଧ ନେଇଛନ୍ତି ବୋଲି କୁହାଯାଉଛି। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅମିତଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button