March 28, 2023

ପୁରୀ ସ୍ଥିତି ଅନୁଧ୍ୟାନ କରିବାକୁ ଶୁକ୍ରବାର ଓଡିଶା ଆସିବେ ଆମିକସ୍‌ କ୍ୟୁରୀ

1 min read
Amicus Curiae will come odisha for to study puri Abolition process-Aajira-Odisha

ଆଓରି-ଭୁବନେଶ୍ଵର(୦୫/୦୯) : ଶୁକ୍ରବାର ଆମିକସ୍‌ କ୍ୟୁରୀ ଓ ସଲିସିଟର ଜେନେରାଲ ଓଡ଼ିଶା ଆସିବେ। ପୂର୍ବରୁ ୭ ତାରିଖରେ ଆସିବାକୁ ସ୍ଥିର ହୋଇଥିବା ବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଗୁରୁବାର ପୁରୀ ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି। ତେବେ ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍ଥିତି ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.