ରାଜ୍ୟ

୨୫ରେ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍ ବନ୍ଦ

ଆ.ଓ.ରି(ତା୨୧|୫)-ଆସନ୍ତା ୨୫ ତାରିଖ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍‌। ଭୁବନେଶ୍ୱରରେ ଆଇଏମଏ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ।

ଫୋରମର ଅଭିଯୋଗ, ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜିକରଣ ନା ନବୀକରଣ। ୨୦୧୪ ମସିହାରୁ ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସମାଧାନ ବାହାରିନି। ଫଳରେ ଆସନ୍ତା ୨୫ ତାରିଖ ଦିନ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଫୋରମ

Related Articles

Leave a Reply

Your email address will not be published. Required fields are marked *

Back to top button