୬୬ତମ ଜାତୀୟ ଫିଲ୍ମ ଫେୟାର୍ ପୁରସ୍କାର-୨୦୧୯
1 min read
ଆଓରି-ନୂଆଦିଲ୍ଲୀ(୧୨/୦୭): 66 ତମ ରାଷ୍ଟ୍ରୀୟ ଫିଲ୍ମ ଫେୟାର ଆୱାର୍ଡ ଘୋଷଣା ହୋଇଛି । ଏଥିରେ ଅନ୍ଧାଧୁନ, ପଦ୍ମାବତ୍, ବଧାଇ ହୋ, ଉରୀ-ଦି ସର୍ଜିକାଲ୍ ଷ୍ଟ୍ରାଇକ୍ ବହୁ ଚର୍ଚ୍ଚାରେ ରହିଛି । ସେପଟେ ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ୍ ଭାବେ ଉତ୍ତରାଖଣ୍ଡକୁ ଆୱାର୍ଡ ମିଳିଛି ।
- ବେଷ୍ଟ ପପୁଲାର ଫିଲ୍ମ- ବଧାଇ ହୋ
- ବେଷ୍ଟ ଫିଚର୍ ଫିଲ୍ମ- ହେଲାରୋ(ଗୁଜୁରାଟୀ)
- ବେଷ୍ଟ ଅଭିନେତ୍ରୀ- କିର୍ତ୍ତୀ ସୁରେଷ (ମହାନତୀ, ତେଲୁଗୁ)
- ବେଷ୍ଟ ଆକ୍ଟର- ଆୟୁଷ୍ମାନ ଖୁରାନା ( ଅନ୍ଧାଧୁନ୍) ଏବଂ ଭିକି କୌଶଲ (ଉରୀ)
- ବେଷ୍ଟ ଡାଇରେକ୍ଟର- ଆଦିତ୍ୟ ଧର (ଉରୀ)
- ବେଷ୍ଟ ଡେବ୍ୟୁ ଡାଇରେକ୍ଟର- ସୁଧାକର ରେଡ୍ଡୀ
- ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ- ସୁରେଖା ସିକରୀ (ବଧାଇ ହୋ)
- ବେଷ୍ଟ ମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର- ଅରଜିତ୍ ସିଂହ (ପଦ୍ମାବତ୍)
- ବେଷ୍ଟ ଫିମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର- ବିନ୍ଦୁ ମାଳିନୀ(କନ୍ନଡ)
- ବେଷ୍ଟ ମ୍ୟୁଜିକ୍ ଡାଇରେକ୍ଟର- ସଞ୍ଜୟ ଲୀଳା ଭଂଶାଳି (ପଦ୍ମାବତ୍)
- ବେଷ୍ଟ ହିନ୍ଦୀ ଫିଚର୍ ଫିଲ୍ମ- ଅନ୍ଧାଧୁନ୍