ରାଜନୀତିରାଜ୍ୟ

ମୋଦି ସରକାରଙ୍କ ୪୮ ମାସରେ ଓଡ଼ିଶା ପାଇଛି ୪୮ ଲାଭ

ଆ.ଓ.ରି(ତା୧|୬)-ମୋଦି ସରକାରଙ୍କ ୪୮ ମାସରେ ଓଡିଶା ପାଇଥିବା ୪୮ ଲାଭକୁ ନେଇ ଏକ ତଥ୍ୟ ସମ୍ବଳିତ ସଚିତ୍ର ପୁସ୍ତକକୁ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି।

ଆସନ୍ତା ୫ ତାରିଖରୁ ମୋଦି ସରକାରଙ୍କ ସଫଳତା ବାର୍ତ୍ତାକୁ ରାଜ୍ୟବ୍ୟାପି ପ୍ରଚାର କରାଯିବା ସହ ଘରେଘରେ ମଧ୍ୟ ପହଞ୍ଚାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button