December 1, 2022

ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ; ୪ ମାଓବାଦୀ ନିହତ

1 min read
naxal-encounter-in-Chhatisgarh-Aajira-Odisha

ଆଓରି-ନୂଆଦିଲ୍ଲୀ(୨୬/୦୩) :  ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ତେବେ ସୁକମା ଓ ବିଜାପୁର ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣା ସ୍ଥଳରରୁ ୩୦୩ ବନ୍ଧୁକ ଓ ଇନସାସ୍‌ ରାଇଫଲ ଜବତ ହୋଇଛି । କୋବ୍ରାବାହିନୀଙ୍କ ସହ ମାଓବାଦୀଙ୍କ ଗୁଳିବିନିମୟ ଜାରି ରହିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.