ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ; ୪ ମାଓବାଦୀ ନିହତ
1 min read
ଆଓରି-ନୂଆଦିଲ୍ଲୀ(୨୬/୦୩) : ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ତେବେ ସୁକମା ଓ ବିଜାପୁର ଅଞ୍ଚଳରେ ଏନ୍କାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣା ସ୍ଥଳରରୁ ୩୦୩ ବନ୍ଧୁକ ଓ ଇନସାସ୍ ରାଇଫଲ ଜବତ ହୋଇଛି । କୋବ୍ରାବାହିନୀଙ୍କ ସହ ମାଓବାଦୀଙ୍କ ଗୁଳିବିନିମୟ ଜାରି ରହିଛି ।