ଜାତୀୟ

ରାଜ୍ୟରେ ସପ୍ତମ ବେତନ କମିଶନ ଲାଗୁ ହେଲା

ଭୁବନେଶ୍ୱର, ଅଗଷ୍ଟ୨୯(ଆଜିର ଓଡ଼ିଶା):  ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ ସରକାରୀ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ଅନୁସାରେ ଦରମା ମିଳିବ।ସାଢ଼େ ୪ଲକ୍ଷ ସରକାରୀ କର୍ମଚାରୀ  ସାଢ଼େ ୩ଲକ୍ଷ ପେନସନ୍‌ ଭୋଗୀ ଏଥିଯୋଗୁଁ  ଉପକୃତ ହେବେ ୧୪.୫ ପ୍ରତିଶତ ଦରମା ବୃଦ୍ଧି ହେବ ଏବଂ ଏହା ଯୋଗୁଁ  ରାଜ୍ୟ ରାଜକୋଷ ଉପରେ ,୫୦୦ କୋଟି ଟଙ୍କା ବୋଝ ପଡ଼ିବ ସରକାରୀ କର୍ମଚାରୀଙ୍କୁ ଦୂର୍ଗାପୂଜା ଭେଟି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button