ଜାତୀୟ

ଗୁଣପୁର କୋର୍ଟରେ ହାଜର ହେଲେ ସବ୍ୟସାଚୀ

ଭୁବନେଶ୍ବର, ଅଗଷ୍ଟ ୩୦(ଆଜିର ଓଡ଼ିଶା): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ବୁଧବାର ଗୁଣପୁର କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ବ୍ରହ୍ମପୁର ଜେଲରୁ ଗୁଣପୁର ଜେଲକୁ ଅଣାଯାଇ ଅତିରିକ୍ତ ଜିଲ୍ଲା ଦୈରା ଜଜ୍‌ କୋର୍ଟରେ ୪/୭ଟି ମାମଲାର ବିଚାର ହୋଇଥିଲା । ୨ଟି ସରକାରୀ ଓ ୨ଟି ବେସରକାରୀ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସବ୍ୟସାଚୀଙ୍କ ପାଇଁ ଓକିଲ ଗମାଙ୍ଗ ପଟ୍ଟନାୟକ, ଦୀପକ ପଟ୍ଟନାୟକ ଏବଂ ସରକାରଙ୍କ ପକ୍ଷରୁ ଉମାଚରଣ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button