ବିଶେଷ

ଓଡିଶା ବାହାରେ ଦୁଇ କୁନି ଓଡିଆ ଝିଅଙ୍କ କମାଲ

କନକ ବ୍ୟୁରୋ : ଓଡିଶା ବାହାରେ ଦୁଇ କୁନି ଓଡିଆ ଝିଅଙ୍କ କମାଲ ନିକଟରେ ବୁଲଗେରିଆରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ଲିଟିଲ୍ ମିସ ଗାଲାକ୍ସି ଆୱାର୍ଡ ଜିତିଛନ୍ତି ସମ୍ବଲପୁରରୁ ଅର୍ପିତା ବେହେରା ୮ରୁ ୧୨ ବର୍ଷ ଗ୍ରୁପରେ ଅର୍ପିତା ନିଜର କୃତିତ୍ୱ ଦେଖାଇ ଏହି ସଫଳତା ହାସଲ କରିଛନ୍ତି ଏଥିପାଇଁ ସେ ନିଜ ବାପା ରାଜେଶ ବେହେରାଙ୍କୁ ଶ୍ରେୟ ଦେଇଛନ୍ତି ଅର୍ପିତାଙ୍କ ବାପା ବ୍ୟବସାୟ କରୁଥିବାବେଳେ ମା ବୀଣାପାଣି ବେହେରା ଶିକ୍ଷୟିତ୍ରୀ ଅଛନ୍ତି ଅର୍ପିତା ପୂର୍ବରୁ ଲିଟଲ ମିସ ସମ୍ବଲପୁର ଲିଟଲ ମିସ ବେଙ୍ଗାଲୁରୁ ଟାଇଟଲ ହାସଲ କରିସାରିଛନ୍ତି ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଅର୍ପିତା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜର ଆଦର୍ଶ ମାନନ୍ତି

ସେପଟେ ବୁଲଗେରିଆର ରାଜଧାନୀ ସୋଫିଆପେ ଲିଟଲ ମିସ ଗାଲାକ୍ସି ପ୍ରତିଯୋଗିତାରେ ଟାଇଟଲ ଜିତିଛନ୍ତି ଓଡିଆ ଝିଅ ମୃଗାକ୍ଷୀ ରାକେଶ ୫ରୁ ବୟସ ଗ୍ରୁପରେ ସେ ଟାଇଟର ଜିତିଛନ୍ତି କଟକ ବାସିନ୍ଦା ରାକେଶ କୁମାର ସଂଘମିତ୍ରା ପଟ୍ଟନାୟକଙ୍କ ଝିଅ ହେଲେ ମୃଗାକ୍ଷୀ ମୃଗାକ୍ଷୀ ସାଇ ଇଂଟରନ୍ୟାସନାଲ ସ୍କୁଲ କେଜି୨ରେ ପଢୁଛନ୍ତି ବାପା ବ୍ୟବସାୟୀ ମା ଗୃହିଣୀ ଏବେ ବିଜୟରେ ଶ୍ରେୟ ସେ ପିତାମାତା ପରିବାରବର୍ଗ ପ୍ରଶିକ୍ଷକଙ୍କୁ ଦେଇଛନ୍ତିା

Related Articles

Leave a Reply

Your email address will not be published. Required fields are marked *

Back to top button