ଜାତୀୟ

ଖସି ପଡ଼ିଲା ବିମାନ, ପାଇଲଟ ମୃତ

ଆ.ଓ.ରି(ତା୫|୬)-ଗୁଜରାଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣା ଗୁଜରାଟର କଚ୍ଛରେ ଘଟିଛି। ବାୟୁସେନା ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି।।

ବିମାନଟି ଜାମନଗର ଏୟାର ବେସ୍‌ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନଟି ଏକ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଟ୍ରେନିଂ ମିଶନରେ ଥିଲା ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button