ରାଜନୀତି

ବିଜେପିରେ ଯୋଗଦେଲେ ଟିଏମସି ଦଳର ୧୨ ଜଣ କାଉନସିଲର ଓ ଜଣେ ବିଧାୟକ

ଆଓରି-ନୂଆଦିଲ୍ଲୀ(୧୭/୦୬) : ପଶ୍ଚିମବଙ୍ଗରେ ଗତ ଲୋକ ସଭା ନିର୍ବାଚନ ବେଳରୁ ଭାଜପା ଓ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଇତି ମଧ୍ୟରେ କେତେଜଣ ତୃଣ ମୂଳ କଂଗ୍ରେସ ନେତା ପୂର୍ବରୁ ଭାଜପାରେ ମିଶିଥିବା ବେଳେ ସୋମବାର ଆହୁରି ୧୨ ଜଣ କାଉନସିଲର ଓ ଜଣେ ବିଧାୟକ ଭାଜପା ହାତ ଧରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହା ଶକ୍ତ ଧକ୍କା ଲାଗିଛି ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରେ ଥିବା ନୌପଡା ବିଧାୟକ ସୁନିଲ ସିଂ ଓ ଅନ୍ୟମାନେ ଭାଜପା ନେତା ବିଜୟ ଭର୍ଜିୟା ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ଭାଜପାରେ ମିଶିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button