ଆନ୍ତର୍ଜାତୀୟଜାତୀୟ

ମୃଦୁପାନୀୟ ବୋତଲ ଠାରୁ ବି ୧ ଜିବି ଡାଟା ଶସ୍ତା ; ପ୍ରଧାନମନ୍ତ୍ରୀ ମୋଦୀ

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୩୦/୧୦) : ଭାରତ-ଜାପାନ ବାର୍ଷିକ ସମ୍ମିଳନୀର ତ୍ରୟୋଦଶ ସଂସ୍କରଣରେ ଯୋଗଦେବାକୁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତରେ ଗୋଟିଏ ଛୋଟ ମୃଦୁପାନୀୟ ବୋତଲ ଠାରୁ ବି ୧ ଜିବି ଡାଟା ଶସ୍ତା। ଏହି ଡାଟା ସେବା ପ୍ରଦାନର ମାଧ୍ୟମ ପାଲଟିଛି। ଗ୍ରାମ ଗୁଡ଼ିକରେ ବ୍ରଡବ୍ୟାଣ୍ଡ ସୁବିଧାକୁ          ପହଞ୍ଚା ଯାଇଛି। ଭାରତରେ ଏବେ ୧୦୦ କୋଟିରୁ ଊର୍ଦ୍ଧ୍ଵ ସକ୍ରିୟ ମୋବାଇଲ ଫୋନ୍‌ ଗ୍ରାହକ ରହିଛନ୍ତି। ଭାରତରେ ଦୂରସଞ୍ଚାର ଓ ଇଣ୍ଟରନେଟ କ୍ଷେତ୍ରରେ ଘଟୁଥିବା ଅଗ୍ରଗତିର ଢେର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Related Articles

Leave a Reply

Your email address will not be published. Required fields are marked *

Back to top button