ରାଜ୍ୟ
ଛତିଶଗଡରେ ୧୦ ମାଓବାଦୀ ମୃତ
![Encounter-In-Chhatishgarh-Aajira-Odisha](http://www.aajiraodisha.org/wp-content/uploads/2019/02/Encounter-In-Chhatishgarh-Aajira-Odisha.jpg)
ଆଓରି-ନୂଆଦିଲ୍ଲୀ(୦୭/୦୨) : ସୁରକ୍ଷା କର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ମୃତ । ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଥିବା ଜଣାପଡ଼ିଛି । ବିଜାପୁର ଜିଲ୍ଲା ଭୌରମଗଡ଼ ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି । ମୃତ ମାଓବାଦୀଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ମାଓବାଦୀଙ୍କ ସଂଖ୍ୟା ବଢିବାରେ ଲାଗୁଥିବାବେଳେ ପୋଲିସର ଏଭଳି ଏନ୍କାଉଣ୍ଟର ପୋଲିସ ପାଇଁ ଏକ ବଡ଼ ସଫଳତା ଆଣିଛି ।