April 19, 2024

୨୪ ଘଣ୍ଟା ରେ ପୁଣି ନିତୀଶ ହେଲେ ବିହାର ମୁଖ୍ୟମନ୍ତ୍ରୀ

1 min read

ଗତକାଲିର ବିହାରରେ ଘଟିଥିବା ରାଜନୀତି ଏକ ନାଟକରୁ କୌଣସି ଗୁଣେ କମ ନ ଥିଲା | ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବୁଧବାର ସନ୍ଧ୍ୟାରେ ରାଜ୍ୟପାଳ ଙ୍କୁ ନିଜର ଇସ୍ତଫା ଦେଇଛନ୍ତି, କାରଣ ତାଙ୍କର ଉପମୁଖ୍ୟମନ୍ତ୍ରୀ ତଥା ମହାମେଣ୍ଟ ( ଆର ଜେ ଡି)ର  ଏକ ପ୍ରମୁଖ ନେତା ତେଜସ୍ବୀପ୍ରସାଦ ଯାଦବ ଏକ ଆଦର୍ଶଚ୍ୟୁତ କାର୍ଯ୍ୟରେ ସମ୍ପୃକ୍ତ |

ଏହି ମହାମେଣ୍ଟର ପୂର୍ଣଚ୍ଛେଦ ପରେ ଭାଜପା ତାଙ୍କୁ ସମର୍ଥନ ଦେବାକୁ ପ୍ରସ୍ତାବ ଦେଇଥିଲେ | ନିତୀଶ କୁମାର ଏହି ପ୍ରସ୍ତାବ ଗ୍ରହଣ କରି ଆଜି ସନ୍ଧ୍ଯା ୫ ଟା ବେଳେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ| ଭାଜପାର ଶ୍ରୀ ସୁଶୀଲ କୁମାର ମୋଦୀ ହେବେ ଉପମୁଖ୍ୟମନ୍ତ୍ରୀ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.