ବିଶେଷ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନେଇ ଆପୋଲୋର ଖୁଲାସା

୨୩-୦୩-୧୮(ଆଓରି): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନେଇ ପୁଣି ଏକ ନୂଆ ଖୁଲାସା । ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ବନ୍ଦ କରିଦିଆଯାଇଥିଲା ସମସ୍ତ ସିସିଟିଭି କ୍ୟାମେରା । ଏହି ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଆପୋଲୋ ହସପିଟାଲର ଅଧ୍ୟକ୍ଷ ଡା. ପ୍ରତାପ ସି ରେଡ୍ଡି । ଜୟଲଳିତା ହସ୍ପିଟାଲରେ ଥିବା ୭୫ଦିନ ଯାଏଁ ସମସ୍ତ କ୍ୟାମେରାକୁ ବନ୍ଦ କରିଦିଆଯାଇଥିଲା ବୋଲି ସେ କହିଛନ୍ତି । ଏବଂ ୨୪ଜଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଆଇସିୟୁରେ କେବଳ ଜୟଲଳିତାଙ୍କୁ ରଖାଯାଇଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button