Uncategorizedବ୍ୟକ୍ତିତ୍ଵ

ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଆଜି ପୂରିଲା ଏକ ମାସ : ଏ ଯାଏଁ ରହସ୍ୟ ଉପରୁ ହଟିଲାନି ପରଦା

୨୩-୦୩-୧୮(ଆଓରି) : ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ଆଜି ପୁରିଛି ମାସେ । ତଥାପି ବି ଖୋଲି ପାରୁନି ଘଟଣା ଉପରୁ ରହସ୍ୟ । ମାସେ ପରେ ବି ପୋଲିସର ହାତ ଖାଲି । ଅନ୍ୟପଟେ ପରିବାର ବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କ୍ରାଇମ୍ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଏହି ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଂଚର ଏକ ଟିମ ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ଗସ୍ତ କରିବେ । କ୍ରାଇମ୍ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ପରେ ରିମାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡ଼ିବ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button