May 23, 2022

ସ୍ମରଣ ଶକ୍ତି ବୃଦ୍ଧି କରିବେ କିପରି

1 min read

କୌଣସି କଥା ମନେପକାଇବା ଶକ୍ତି ସାମର୍ଥ୍ୟକୁ ସ୍ମରଣ ବା ସ୍ମୃତି ପ୍ରକ୍ରିୟା କୁହାଯାଏ।

ମନୋବିଜ୍ଞାନୀଙ୍କ ମତରେ, ମନକୁ ଛୁଇଁଲା ଭଳି ଉଦାହରଣ ସ୍ମୃତି ଶକ୍ତି ବଢ଼ାଏ।

କ୍ରମାଗତ ଶିକ୍ଷଣ କଲେ ମସ୍ତିଷ୍କରେ ଥିବା ସ୍ମୃତି କୋଷଗୁଡ଼ିକ ଅଧିକ ପ୍ରଭାବିତ ହେବାରୁ ଭଲ ଭାବରେ ମନେରହେ।

ବ୍ରାହ୍ମୀ ବଟିକା, ସ୍ମୃତିସାଗର ରସ, ବ୍ରାହ୍ମୀ ଘୃତ, ବ୍ରାହ୍ମୀ ତୈଳ, ଶଙ୍ଖପୁଷ୍ପୀ ରସାୟନ, ଯଷ୍ଟି ମଧୁ, ଅଶ୍ୱଗନ୍ଧା, ବ୍ରାହ୍ମୀସାଗର ରସ ୨ ଚାମଚ ମହୁ ସହ ମିଶାଇ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.