ସ୍ୱାସ୍ଥ୍ୟ

ସ୍ମରଣ ଶକ୍ତି ବୃଦ୍ଧି କରିବେ କିପରି

କୌଣସି କଥା ମନେପକାଇବା ଶକ୍ତି ସାମର୍ଥ୍ୟକୁ ସ୍ମରଣ ବା ସ୍ମୃତି ପ୍ରକ୍ରିୟା କୁହାଯାଏ।

ମନୋବିଜ୍ଞାନୀଙ୍କ ମତରେ, ମନକୁ ଛୁଇଁଲା ଭଳି ଉଦାହରଣ ସ୍ମୃତି ଶକ୍ତି ବଢ଼ାଏ।

କ୍ରମାଗତ ଶିକ୍ଷଣ କଲେ ମସ୍ତିଷ୍କରେ ଥିବା ସ୍ମୃତି କୋଷଗୁଡ଼ିକ ଅଧିକ ପ୍ରଭାବିତ ହେବାରୁ ଭଲ ଭାବରେ ମନେରହେ।

ବ୍ରାହ୍ମୀ ବଟିକା, ସ୍ମୃତିସାଗର ରସ, ବ୍ରାହ୍ମୀ ଘୃତ, ବ୍ରାହ୍ମୀ ତୈଳ, ଶଙ୍ଖପୁଷ୍ପୀ ରସାୟନ, ଯଷ୍ଟି ମଧୁ, ଅଶ୍ୱଗନ୍ଧା, ବ୍ରାହ୍ମୀସାଗର ରସ ୨ ଚାମଚ ମହୁ ସହ ମିଶାଇ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ।

Related Articles

Leave a Reply

Your email address will not be published. Required fields are marked *

Back to top button