April 20, 2024

ସ୍ତ୍ରୀଙ୍କ କଥା ରଖିଲେ ଅକ୍ଷୟ

1 min read

ଆଜିର ଓଡିଶା (ତା ୪|୪) – ସ୍ତ୍ରୀ ଟୁଇଙ୍କିଲ ଖାନାଙ୍କୁ ଖୁସି କରିବା ପାଇଁ ଅଭିନେତା ଅକ୍ଷୟ କୁମାର ବମ୍ବେ ସ୍ଥିତ କୁହୁ ବୀଚ ନିକଟରେ ଏକ ଟୟଲେଟ ନିର୍ମାଣ କରିଛନ୍ତି | ଗତ ଆଗଷ୍ଟରେ ଟୁଇଙ୍କିଲ ପ୍ରାତଭ୍ରମଣ ପାଇଁ ଅନ୍ଧେରି ଉପକଣ୍ଠସ୍ଥ ବେରସୋଭା ବିଚ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତି ଖୋଲରେ ଶୌଚ କରୁଥିବାର ଦେଖିଥିଲେ | ଏହାପରେ ଟୁଇଟର ରେ ଏକ  ଫୋଟୋ ପୋଷ୍ଟ କରିବା ସହ କ୍ଷୋଭ ବ୍ୟକ୍ତ କରିଥିଲେ | ଏହି ଟୁଇଟର ର ପ୍ରଭାବ କାହାକୁ ପଡୁ ଅବା ନ ପଡୁ ତାଙ୍କ ସ୍ଵାମୀ ଅକ୍ଷୟ କୁମାର ଙ୍କୁ ନିଶ୍ଚିତ ପ୍ରଭାବ ପକେଇଥିଲା | ଏଥିପାଇଁ ଅକ୍ଷୟ ୧୦ ଲକ୍ଷ ତାଙ୍କ ଦେଇ ଏକ ଟୟଲେଟ ନିର୍ମାଣ କରିଥିଲେ ମୁମ୍ବାଇ ପୌର ନିଗମ ସହ ସମ୍ପର୍କ କରି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.