April 19, 2024

ଶିକ୍ଷା-ସହାୟକ ମାନଙ୍କ ପାଇଁ ଅତିରିକ୍ତ ବଜେଟ ଆଗତ

1 min read

ଭୁବନେଶ୍ୱର,୦୧।୧୨ ରାଜ୍ୟରେ କାମ କରୁଥିବା ଶିକ୍ଷା-ସହାୟକ ମାନଙ୍କ ସାମାଜିକ ସୁରକ୍ଷା ପାଇଁ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ(ଓପେପା) ଏକ ଉତ୍ସାହ ଧରଣର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କାର୍ଯ୍ୟରତ ଥିବା ଶିକ୍ଷା-ସହାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଦୁଇ ଲକ୍ଷ ଏବଂ କୌଣସି କାରଣରୁ ସଂପୂର୍ଣ୍ଣ ଅକର୍ମଣ୍ୟ ହେଲେ ଦେଢ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।
ଏହା ସହିତ ଶିକ୍ଷା ସହାୟକଙ୍କ ଶିକ୍ଷାଗତ ଯୋଗ୍ୟତା ମନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଶିକ୍ଷା-ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ସହ ସିଟି ରହୁଥିଲାବେଳେ ଏବେଠାରୁ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ସର୍ବନିମ୍ନ ଯୋଗ୍ୟତାକୁ ଯୁକ୍ତ୨ ସହ ସିଟିକୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.