କଳା ଓ ସଂସ୍କୃତିପ୍ରବାସୀ ଓଡିଆ

ଲକ୍ଷ୍ନୌ ରେ ଶ୍ରୀ ଜଗନ୍ନାଥ ମନ୍ଦିର ହେବ

ଆଜିର ଓଡିଶା (ତା ୪|୪) – ଉତ୍ତରପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ସହର ରେ ଉତ୍କଳ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ଉପସ୍ଥିତି ରେ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ମହାସମାରୋହ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ବକ୍ତବ୍ୟ ରେ କହିଛନ୍ତି ଯେ ଆଦିଗୁରୁ ସଙ୍କରାଚାର୍ଜ୍ୟ ଙ୍କ ଦ୍ଵାରା ପ୍ରତିଷ୍ଠିତ ୪ ଧାମ ମଧ୍ୟରୁ ପୁରୀ ଅନ୍ଯତମ  | ସେଠାକାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ | ଲକ୍ଷ୍ନୌ ଓଡିଆ ସମାଜର ଓଡିଆବାସୀ ଙ୍କୁ ସମ୍ବର୍ଦ୍ଧିତ କରି ଯୋଗୀ ସେଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ର ଉପସ୍ଥାପନ ରଖିଛନ୍ତି | ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ |

Related Articles

Leave a Reply

Your email address will not be published. Required fields are marked *

Back to top button