ରାଜ୍ୟ

ରାଜ୍ୟରେ ୪୨ ମୁଣ୍ଡନେଲା ମହାମାରୀ କରୋନା

ଆଓରି-ଭୁବନେଶ୍ୱର(୧୯/୦୬) :ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।ଥିସହିତ କଟକରୁ ୪ଜଣ, ଝାରସୁଗୁଡା ଜିଲାରୁ ୪ଜଣ, କଳାହାଣ୍ଡି ଜିଲାରୁ ଜଣେ, କେନ୍ଦ୍ରାପଡା ଜିଲାରୁ ୩ଜଣ କରୋନାରେ ପ୍ରାଣହାନି ଘଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button