ରାଜ୍ୟ

ରାଜଧାନୀ ରେ ପ୍ରଥମ କୁଆପଥର ବର୍ଷା

ଆଜିର ଓଡିଶା (ତା୪|୪)-  ଟ୍ଵିନସିଟି ରେ ହୋଇଛି ପ୍ରଥମ କୁଆପଥର ବର୍ଷା | ମଙ୍ଗଳବାର ସମୟ ପାଖାପାଖି ଅପରାହ୍ନ ୫ ତ ହେବ | ଠିକ ଏହିସମୟରେ ଆକାଶରେ ଘୋଟି ଆସିଥିଲା କଳା ବାଦଲ | ଔ ତାପରେ ଆରମ୍ଭ ହୋଇଥିଲା ସାମାନ୍ୟ ବର୍ଷା | ଏଥିସହ କୁଆପଥର ବୃଷ୍ଟି ହୋଇଥିଲା |   ଝିପିଝିପି ବର୍ଷ ଅସହ୍ୟ ଗରମରୁ ସମସ୍ତଙ୍କୁ ମୁକ୍ତି ଦେଇଛି | ହଠାତ ପାଣିପାଗର ଦ୍ରୁଶ୍ୟ ବଦଳିଯାଇଥିବାରୁ ଟ୍ଵିନସିଟି ବାସୀଙ୍କ ମନରେ ଆନନ୍ଦା ଭରିଯାଇଛି |

Related Articles

Leave a Reply

Your email address will not be published. Required fields are marked *

Back to top button