ରାଉରକେଲାରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ
1 min read
ଆଓରି -(ଭୁବନେଶ୍ଵର): ଗତ କାଲି ସଂଧ୍ୟାରେ ରାଉରକେଲା ପ୍ଲାଣ୍ଟ୍ସାଇଟ୍ ପୋଲିସ , ପ୍ଲାଣ୍ଟ୍ଟସାଇଟ୍ ଥାନା ଅଞ୍ଚଳରୁ ୬୦୦ ପ୍ୟାକେଟ ବ୍ରାଉନ ସୁଗର ଜବତ କରିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛନ୍ତି । ଜବତ ହୋଇଥତ୍ବା ବ୍ରାଉନ ସୁଗାର ର ଦାମ୍ ଲକ୍ଷାଧତ୍କ ଟଙ୍କା ହୋଇଥିବା ବଳେ ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଅଟକ ରଖଛନ୍ତି। ଥାନାରେ ଅଟକ ଥିବା ମହିଳା ଅନେକ ଦିନ ହଲା ଏହି ବ୍ରାଉନ ସୁଗର ବେପାରରେ ସାମିଲ ଥିବା ବଳେ ପୋଲିସ ପାଖରେ ଖବର ଥିଲା । ପୋଲିସ ଏହି ମହିଳାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ପରେ ବ୍ରାଉନ୍ ସୁଗର ସହ ମହିଳାଙ୍କ ଧରି ଥାନାରେ ଅଟକ ରଖିଛନ୍ତି । ପୋଲିସ ମହିଳାଙ୍କ ନା ସହ ପରିଚୟ ପ୍ରକାଶ କରି ନଥିବା ବଳେ ଥାନାରେ ଅଟକ ଥିବା ମହିଳା ଜଣେ ପ୍ରଭାବଶାଳୀ ବୋଲି ଜଣାପଡିବା ସହ ତାଙ୍କର ରାଜନୈତିକ ସଂପର୍କ ରହିଥିବାର ଜଣାପଢ଼ୁଛି ।