ରାଜ୍ୟ
ରତ୍ନଭଣ୍ଡାରର ଇତିହାସ
![](http://www.aajiraodisha.org/wp-content/uploads/2018/04/496c7d11dcb0963891542566b7a9d878.jpg)
ଆଜିର ଓଡିଶା (ତା ୩|୪)- ପୁରୀ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଇତିହାସ
- ପ୍ରଥମେ ୧୯୨୬ ମସିହା ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ର ଏକ ତାଲିକା ପ୍ରସ୍ତୁତ କରଯାଇଥିଲା |
- ୧୯୭୮ ମେ ୧୩ ତାରିଖ ରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ସୁନା ଅଳଙ୍କାର ତାଲିକା |
- ଏହା ୭୦ ଦିନର ଗଣତି ପରେ ୧୯୭୮ ଜୁଲାଇ ୨୩ ତାରିଖରେ ସେସ ହୋଇଥିଲା |
- ୧୯୮୨ ଡିସେମ୍ବର ୨୬ ତାରିଖରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର |
- କଳହାଟ ଦ୍ଵାରା ରୂପଛାଉଣୀ ମରାମତି ନିମନ୍ତେ ରୂପା ବାହାର କରଯାଇଥିଲା
- ୧୯୮୫ ଜୁଲାଇ ୧୪ ରେ ଆଉଥରେ ଖୋଲିଥିଲା ରତ୍ନଭଣ୍ଡାର |
- ଶ୍ରୀ ବଳଭଦ୍ରଙ୍କ ଚିତାରୁ ପଥର ଖସିଯାଇଥିବାରୁ ବାହାରକରାଯାଇଥିଲା ନୂଆ ଚିତା |