ଖେଳ
ଭାରତର ଶ୍ରୀଲଙ୍କାରେ ସ୍ମରଣୀୟ ବିଜୟ
![](http://www.aajiraodisha.org/wp-content/uploads/2017/09/cricket-sri-ind_22c053e8-90cb-11e7-a11b-07a9009e9c44.jpg)
ଆକଲମ୍ବୋ ୭।୧୦ (ଆଜିର ଓଡ଼ିଶା): ସ୍ମରଣୀୟ ଶ୍ରୀଲଙ୍କା ଗସ୍ତର ଟେଷ୍ଟ ଶୃଙ୍ଖଳାକୁ ୩-୦ ଏବଂ ଦିନିକିଆକୁ ୫-୦ରେ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଏକମାତ୍ର ଟେ୍ଵଣ୍ଟି-୨୦କୁ ୭ ଓ୍ଵିକେଟ୍ରେ ଜିତି ନେଇ ହ୍ୟାଟ୍ରିକ୍ ମୂଳପୋଛ ହାସଲ କରିଛି। ବୁଧବାରର ଏକମାତ୍ର ଟେ୍ଵଣ୍ଟି-୨୦ ସମ୍ମାନ ରକ୍ଷାର ଶେଷ ସୁଯୋଗ ହୋଇଥିଲେ ମଧ୍ୟ ଶ୍ରୀଲଙ୍କା ଏହାକୁ ହାରି ସାନ୍ତ୍ୱନାମୁଳକ ବିଜୟ ହାସଲରୁ ବିଫଳ ହୋଇଛି।