April 26, 2024

ପ୍ରଥମ ଟେଷ୍ଟ : ଭାରତ ୩୯୯/୩ – (ଧୱ୍ବନ ଶିଖରରେ )

1 min read

ଗତକାଲି  ଆରମ୍ଭ ହୋଇଥିବା 3 ଟିକିଆ ଟେଷ୍ଟ ସିରିଜର ପ୍ରଥମ ସିରିଜ ର ପ୍ରଥମ ଇନିଙ୍ଗ୍ସ ରେ ଶିଖର ଧୱ୍ବନ ଖେଳିଛନ୍ତି ତାଙ୍କର କ୍ଯାରିୟାରର ଶ୍ରେଷ୍ଠ ଇନିଂସ | ସେ ୧୬୮ ବଲରୁ ୩୧ ଚୌକା ସହାୟତାରେ ୧୯୦ ରନ ସ୍କୋର କରି ଆଉଟ ହୋଇଯାଇଛନ୍ତି |

ଶିଖର ଧୱ୍ବନଙ୍କ ୧୯୦ ଓ ଚେତେଶ୍ଵର ପୂଜାରାଙ୍କ ଅପରାଜିତ ୧୪୪ ରନ ଦ୍ଵାରା ଭାରତ ପ୍ରଥମ ଦିନ ଶେଷ ସୁଧା ୩ ଊଇକେଟ ହରାଇ ୩୯୯ ରନ ସଂଗ୍ରହ କରିପାରିଛି | ସ୍କୋରବୋର୍ଡ:- କୋହଲୀ -୩, ରାହାନେ- ୩୯, ମୁକୁନ୍ଦ-୧୨, ଅତିରିକ୍ତ -୧୧

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.