ଜାତୀୟରାଜ୍ୟ

ପୁଣି ଥରେ ପାକିସ୍ଥାନ କଲା ନିୟମ ଉଲଂଘନ

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ ଜାମ୍ମୁ ଓ କାଶ୍ମୀର ସାମ୍ବା ସେରର ଚାମ୍ବଲିୟାଲ ନିକଟରେ ପାକିସ୍ତାନ ପଟୁ ଘନ ଘନ ଗୁଳି ମାଡ |  ଗୁଳି ବିନିମୟ ରେ ୪ଜଣ BSF ଯବାନ ସହିଦ ହୋଇଛନ୍ତି। ଆଉ ୩ ଯବାନ ଗୁରୁତର ଆହତ ହୋଇଛନ୍ତି ।ଏହି ଆକ୍ରମଣ ରେ BSF ର ଆସିଷ୍ଟାନସ କମିଶନର ଯତିନଦର ସିଂହ, ଏଏସଆଇ  ରାମ ନିବାସ ଏବଂ ଯବାନ ହଂସରାଜ ଶହୀଦ ହେଇଯାଇଛନ୍ତି  |

ଦିନକ ତଳେ ଚୀନର କିଙ୍ଗଦାଓରେ ଅନୁଷ୍ଠିତ ସଂଘାଇ କୋପରେସନ୍ ଅର୍ଗାନାଇଜେସନ SCO ସମ୍ମିଳନୀରେ ପାକିସ୍ତାନ ରାଷ୍ଟ୍ରପତି ମମ୍ ନୁନ୍ ହୁସେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ ଏବଂ  କିଛି ଦିନ ତଳେ ଡିଜିଏମ୍ଓ ସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା।  ଏହା ସତ୍ତ୍ୱେ ପାକିସ୍ତାନ ଯୁଦ୍ଧବିରତି ଉଲଂଘନ କରିଚାଲିଛି।

Related Articles

Leave a Reply

Your email address will not be published. Required fields are marked *

Back to top button