ରାଜ୍ୟ

ନାମ ଫଳକ

ଆଜିର ଓଡିଶା (ତା ୪ |୪) –  ଓଡିଆ ଭାଷାରେ ନାମଫଳକ ଲେଖିବା ଏକ ସ୍ଵେଛାକୃତ ଜଣ ଆନ୍ଦୋଳନ ରୂପ ନେବା ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର ବାଲାକୃଶନନ ସବୁ ଜିଲ୍ଲାର ଜିଲପାଳ ଏବଂ ବିଭିନ୍ନ ସରକାରୀ ବିଭାଗ କୁ ନିର୍ଦେଶ ଦେଇଛନ୍ତି | ଆସନ୍ତା ଦୁଇମାସ ମଧ୍ୟରେ ସମସ୍ତ ସରକାରୀ କର୍ଜୟାଳୟ ଗୁଡିକର ନାମ ଓଡିଆ ନାମଫଳକ ରେ ଲେଖାଯିବାକୁ ନିଦେଶ ଦେଇଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button