August 12, 2022

ଧୋନୀଙ୍କୁ ମିଳିଲା ପଦ୍ମଭୂଷଣ

1 min read

ଆଜିର ଓଡିଶା (ତା ୩|୪)-ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାଯକ ମହେନ୍ଦ୍ର ସିଂହ ଧୋନୀ ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଭୂଷଣ ଉପାଧି ଗ୍ରହଣ କରିଛନ୍ତି |

ଏହି କାର୍ଜ୍ୟକ୍ରମ ନୂଆଦିଲ୍ହିର ରାଷ୍ଟ୍ରପତି ଭାବନ ଠାରେ ଅନୁଷ୍ଠିତ ହୋଇଥିଲା|  ଏହି ଉପାଧି ଗ୍ରହଣ କରିବା ସମୟରେ ଧୋନୀ ଭାରତୀୟ ସେନା ବାହିନୀ ର ପୋଷାକ ପିନ୍ଧି ଥିଲେ | ବର୍ତମାନ ଧୋନୀ ହେଉଛନ୍ତି ଭାରତ ର ଦ୍ଵିତୀୟ କ୍ରିକେଟ ଖେଳାଳି ଯିଏ କି ପଦ୍ମଭୂଷଣ ଆୱାର୍ଡ଼ର ଅଧିକାରୀ ହୋଇଛନ୍ତି| ଏହା ପୂର୍ବରୁ କପିଲ ଦେବ ଏହି ଆୱାର୍ଡ଼ ଗ୍ରହଣ କରିଥିଲେ |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.