ଖେଳଜାତୀୟ

ଧୋନୀଙ୍କୁ ମିଳିଲା ପଦ୍ମଭୂଷଣ

ଆଜିର ଓଡିଶା (ତା ୩|୪)-ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାଯକ ମହେନ୍ଦ୍ର ସିଂହ ଧୋନୀ ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଭୂଷଣ ଉପାଧି ଗ୍ରହଣ କରିଛନ୍ତି |

ଏହି କାର୍ଜ୍ୟକ୍ରମ ନୂଆଦିଲ୍ହିର ରାଷ୍ଟ୍ରପତି ଭାବନ ଠାରେ ଅନୁଷ୍ଠିତ ହୋଇଥିଲା|  ଏହି ଉପାଧି ଗ୍ରହଣ କରିବା ସମୟରେ ଧୋନୀ ଭାରତୀୟ ସେନା ବାହିନୀ ର ପୋଷାକ ପିନ୍ଧି ଥିଲେ | ବର୍ତମାନ ଧୋନୀ ହେଉଛନ୍ତି ଭାରତ ର ଦ୍ଵିତୀୟ କ୍ରିକେଟ ଖେଳାଳି ଯିଏ କି ପଦ୍ମଭୂଷଣ ଆୱାର୍ଡ଼ର ଅଧିକାରୀ ହୋଇଛନ୍ତି| ଏହା ପୂର୍ବରୁ କପିଲ ଦେବ ଏହି ଆୱାର୍ଡ଼ ଗ୍ରହଣ କରିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button