May 1, 2024

ଗୁଜୁରାଟରୁ ରାଜ୍ୟସଭା ନିର୍ବାଚନ ଲଢିବେ ଅମିତ ସାହା

1 min read

ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ତଥା ଅହମଦାବାଦ ନରଣପୁରଅ ବିଧାୟକ ଅମିତ ଶାହା ଅଗଷ୍ଟ ୮ ତାରିଖରେ ଗୁଜୁରାଟରୁ ରାଜ୍ୟସଭା ନିର୍ବାଚନ ଲଢିବେ| ବୁଧବାର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ ପି ନାଡ୍ଡା ଦଳର ପାର୍ଲିଆମେଣ୍ଟ୍ରି ବୋର୍ଡ ମିଟିଂରେ ଏ କଥା ଘୋଷଣା କରିଛନ୍ତି |

ସୂଚନା ଓ ପ୍ରସାରଣ ଏବଂ ବାଣିଜ୍ୟଶିଳ୍ପ ମନ୍ତ୍ରୀ ସ୍ମ୍ରତି ଇରାନୀ ଗୁଜୁରାଟରୁ ଆଉ ଜଣେ ସଭ୍ଯ ହେବେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.