ରାଜନୀତି

କୋର୍ଟ ଯିବେ ତେଜସ୍ଵୀ

 

ବିହାରର ବିଦାୟୀ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଗତକାଲି ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଭେଟି ନିଜ କ୍ଷୋଭବ୍ୟକ୍ତ କରିଛନ୍ତି | ରାଜ୍ଯପାଳ ସରକାର ଗଠନ କରିବାପାଇଁ ତାଙ୍କୁ ସୁଯୋଗ ନ ଦେଇ ଜେଡିୟୁ ଅଧ୍ୟକ୍ଷ ନିତୀଶ କୁମାରଙ୍କୁ ନିମନ୍ତ୍ରଣ କରିଥିବାରୁ ସେ ଏହାର ପ୍ରତିବାଦ କରିଥିଲେ | ସେ କହିଥିଲେ ଯେ, ତାଙ୍କ ପାର୍ଟି ଆରଜେଡି ସବୁଠୁ ବଡ ଦଳ ହୋଇଥିଲେ ମଧ୍ୟ ରାଜ୍ୟପାଳ ତାଙ୍କୁ ଉପଯୁକ୍ତ ସୁଯୋଗ ଦେଇ ନଥିଲେ| ତେଣୁ ସେ ରାଜ୍ୟପାଳଙ୍କ ନିଷ୍ପତି ବୀରୋଧରେ ଅଦାଲତ ଆଶ୍ରୟ ନେବେ ବୋଲି କହିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button