ରାଜ୍ୟ

କୃମିନାସକ ଦିବସ

ଆଜିର ଓଡିଶା (ତା ୪|୪) –  ଜାତୀୟ କୃମିଣସକ ଦିବସ ଅବସର ରେ ରାଜ୍ୟର ୩୦ ଟି ଜିଲା ରେ ଆଜିଠାରୁ କୃମିନାଶକ ଔଷଧ ବଣ୍ଟାଯିବ | ରାଜ୍ୟ ର ୧ କୋଟି ୩୦ ଲକ୍ଷ ଶିଶୁଙ୍କ ପାଖ ରେ କୃମିନାଶକ ଔଷଧ ପହଞ୍ଚେଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲକ୍ଷ ରଖିଛି |  ଏଥିରେ ୧ ରୁ ୧୯ ବର୍ଷ ପିଲାଙ୍କୁ ଏହି ଔଷଧ ଖୁଏଇବାର ବ୍ୟବସ୍ଥା କରାଯାଇଛି |

Related Articles

Leave a Reply

Your email address will not be published. Required fields are marked *

Back to top button