August 5, 2022

କୃମିନାସକ ଦିବସ

1 min read

ଆଜିର ଓଡିଶା (ତା ୪|୪) –  ଜାତୀୟ କୃମିଣସକ ଦିବସ ଅବସର ରେ ରାଜ୍ୟର ୩୦ ଟି ଜିଲା ରେ ଆଜିଠାରୁ କୃମିନାଶକ ଔଷଧ ବଣ୍ଟାଯିବ | ରାଜ୍ୟ ର ୧ କୋଟି ୩୦ ଲକ୍ଷ ଶିଶୁଙ୍କ ପାଖ ରେ କୃମିନାଶକ ଔଷଧ ପହଞ୍ଚେଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲକ୍ଷ ରଖିଛି |  ଏଥିରେ ୧ ରୁ ୧୯ ବର୍ଷ ପିଲାଙ୍କୁ ଏହି ଔଷଧ ଖୁଏଇବାର ବ୍ୟବସ୍ଥା କରାଯାଇଛି |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.