ବ୍ୟକ୍ତିତ୍ଵ

କବି ଅନ୍ନଦା ଶଙ୍କର ରାୟ ଙ୍କ ଜନ୍ମ ଦିବସରେ ଭକ୍ତି ପୁର୍ଣ ଶ୍ରଦ୍ଧାଞ୍ଜଳି ।

ଅନ୍ନଦା ଶଙ୍କର ରାୟ (୧୫ ମଇ ୧୯୦୪ – ୨୮ ଅକ୍ଟୋବର, ୨୦୦୨) ଢେଙ୍କାନାଳ ରେ  ଜନ୍ମିତ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ । ।

ଅନ୍ନଦା ଶଙ୍କର ରାୟ୧୯୨୧-୨୩ ମଧ୍ୟରେ ଓଡିଆରେ  କେତେକ କବିତା ଓ ପ୍ରବନ୍ଧ ରଚନା କରି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ ‘ବାସନ୍ତୀ’ ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୁଳକ କେତେକ ଉଚ୍ଚକୋଟୀର ପ୍ରବନ୍ଧ; ଯଥା ପଦ୍ମଚରଣଙ୍କ କବିତା, ସମର ଓ ସାହିତ୍ୟ, ମଥୁରାମଙ୍ଗଳ ଆଲୋଚନା ପ୍ରଭୃତି ରଚନା କରିଥିଲେ ।  ୨୦୦୨ ମସିହା ଅକ୍ଟୋବର ୨ତାରିଖ ଦିନ କଲିକତାଠାରେ  ତାଙ୍କର ଦେହାନ୍ତ ହୋଇଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button