ଜିଲ୍ଲାବିଶେଷରାଜ୍ୟ

ଅଳ୍ପକେ ବର୍ତିଲେ ୪୦ଜଣ ଯାତ୍ରୀ | ଟ୍ୟାଙ୍କର ପଛରେ ପିଟିଲା ବସ

ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପାଷ୍ଟିଗୁଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ କିଛି ଯାତ୍ରୀ ସାମାନ୍ୟ ଆଘାତ ହୋଇଥିବା ଜଣାପଡ଼ିଛି।

ବସ୍‌ଟି ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ବସ୍‌ଟି ନିଜର ଭାରଶାମ୍ୟ ହରାଇ ଟ୍ୟାଙ୍କର ପଛରେ ପିଟି ହେଇଯାଇଥିଲା | ବସ ରେ ସର୍ବମୋଟ ୪୦ ଜଣ ଯାତ୍ରୀ ଥିଲେ |ଘଟଣାସ୍ଥଳ ରେ କୌଣସି ଯାତ୍ରୀଙ୍କର କିଛି ଅସୁବିଧା ହୋଇନାହି |ସମସ୍ତ ଯାତ୍ରୀ ମାନଙ୍କୁ ଆଉ ଗୋଟିଏ ବସ ମାଧ୍ୟମରେ ନିଜର ଠିକଣା ସ୍ଥଳରେ ପହଞ୍ଚାଇ ଦିଆଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button