March 27, 2023

ଜୋମାଟୋ କମ୍ପାନୀରେ ପୁରୁଷ ମାନେ ମଧ୍ୟ ପାଇବେ ୨୬ ସପ୍ତାହ

1 min read

ଆଓରି-ଭୁବନେଶ୍ଵର:(୦୪/୦୬)ଜୋମାଟୋ(ଫୁଡ ଡେଲିଭରି ସାର୍ଭିସ କମ୍ପାନୀ)ଏବେ ଉଭୟ ମହିଳା ଏବଂ ପୁରୁଷ କର୍ମଚାରୀ ମାନଙ୍କୁ ୨୬ ସପ୍ତାହ ପାଇଁ ପ୍ରସୂତି ତଥା ପିତୃତ୍ତ୍ଵ ଛୁଟି ଦେବେ ବୋଲି ନିଷ୍ପତି କରିଛି। ଜୋମାଟୋର ସଂସ୍ଥାପକ ଦୀପିନ୍ଦର ଗୋୟାଲ କହିଛନ୍ତି ଯେ, ଜଣେ କର୍ମଚାରୀ କମ୍ପାନୀକୁ ଭଲ କାମ ଦେବାକୁ ହେଲେ ତାଙ୍କର ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନଶୈଳୀ ଆନନ୍ଦଦାୟ ଏବଂ ଶ୍ରୂଙ୍ଖଳିତ ହେବା ଆବଶ୍ୟକ

  ଦେଶ ବ୍ୟାପୀ ସମସ୍ତ କାର୍ଯ୍ୟ।ଳୟ ପ୍ରସୂତି ଛୁଟି ମହିଳା ମାନଙ୍କ ପାଇଁ ୨୬ ସପ୍ତାହ ଅନିର୍ବାର୍ଯ୍ୟ କରଯାଇଛି କିନ୍ତୁ ପୁରୁଷ ମାନଙ୍କ ପାଇଁ ଏହିଭଳି କିଛି ଛୁଟିର ଯୋଜନା ନାହଁ ,ଶ୍ରୀ ଗୋୟାଲ ମଧ୍ୟ କହିଥିଲେ ଯେ ପ୍ରସୂତି ଛୁଟିର ଏହି ଅସମାନ ଅବକାଶ ଯୋଗୁଁ ଏକ ଅସନ୍ତୁଳିତ ସମସ୍ୟା ଦେଖାଯାଉଥାଏ,୧୩ଟି ଦେଶରେ ବ୍ୟାପୀଥିବା ଜୋମାଟୋ ଏହି ନୂଆ ଯୋଜନା ଭାରତରେ ମଧ୍ୟ ଲାଗୁ କରିବାକୁ ଯାଉଛି ଏହି ଯୋଜନା ସରୋଗେସି ସମାନ ଯୌନ ସାଥି ଏବଂ  ପୋଷ୍ୟ ସନ୍ତାନ ଗ୍ରହଣ ସମାନ କ୍ଷେତ୍ରରେ ମଧ୍ୟ କାମ କରିବ |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.