May 23, 2022

ସର୍ବଭାରତୀୟ ସ୍ତରରେ ଟପ୍ପର ହେଲେ ଓଡ଼ିଆ ଛାତ୍ର

1 min read

ଆ.ଓ.ରି(ତା୧୮|୫)-ସେନା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଛାତ୍ରଙ୍କ କୃତୀତ୍ୱ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ଗାଁର ଦେବାଶିଷ ଷଡ଼ଙ୍ଗୀ ସାରା ଦେଶରେ ସିଡିଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି।ଏୟାରଫୋର୍ସ ପରୀକ୍ଷାରେ ରାଂକ ୱାନ୍ , ନୌବାହିନୀ ପରୀକ୍ଷାରେ ରାଂକ ୱାନ୍ ଏବଂ ଆର୍ମି ୱିଙ୍ଗ୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ରାଜ୍ୟ ପାଇଁ ଗର୍ବ ହାସଲ କରିଛନ୍ତି ଦେବାଶିଷ ଷଡ଼ଙ୍ଗୀ। ଦେବାଶିଷଙ୍କ ସଫଳତାରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.