କଂଗ୍ରେସ ଲୋକସଭା ସାଂସଦମାନଙ୍କ ପାଇଁ ବୈଠକ ଡକାଇଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
1 min read
ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର କଂଗ୍ରେସ ଲୋକସଭା ସାଂସଦମାନଙ୍କ ପାଇଁ ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ ସେ ନବ ନିର୍ବାଚିତ କଗ୍ରେସ ସାଂସଦମାନଙ୍କୁ ସମ୍ବାେଧିତ କରିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ ଓ କେ ସୁରେଶ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ସପ୍ତଦଶ ଲୋକସଭାରେ କଂଗ୍ରେସରୁ ୫୨ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ନୂଆ ସାଂସଦ ଅଛନ୍ତି ।